#ବନ୍ଧା_ପଡିଛି_ଜୀବନ
#ଲୋଭ_ଦେଖାଇ_ଦଲାଲ_ବିକି_ଦେଇଥିବା_ଅଭିଯୋଗ
#ବାପା_ମାଙ୍କୁ_ଉଦ୍ଧାର_ପାଇଁ_ନିବେଦନ_କଲେ_ଛୋଟଛୋଟ_ପିଲା
ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଟଙ୍କା ପାଇଁ ରାଜ୍ୟ ବାହାରେ ବନ୍ଧା ପଡ଼ିଛନ୍ତି ଜୀବନ । ହାଇଦ୍ରାବାଦର ମରଚାଲାର ଏକ ଇଟା ଭାଟିରେ ବନ୍ଧା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର ୧୬ ଜଣ ମହିଳା ପୁରୁଷ ସହ ତିନି ଶିଶୁ ।
#ArgusNews #Nabrangpur #MigrantsIssue #NeedHelp #Hyderabad #Odisha