ଅଙ୍ଗନୱାଡ଼ି କେନ୍ଦ୍ରରେ ବିଜୁଳି ସଂଯୋଗ ନଥିବାରୁ ତାତିଲେ ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ହେବ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି । ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନି ବିଦ୍ୟୁତ ସଂଯୋଗ । ଚାନ୍ଦବାଲି ବ୍ଲକ ବିଦ୍ୟୁତନଗର ଅଙ୍ଗନୱାଡ଼ି କେନ୍ଦ୍ରରେ ଅବହେଳା ।
#villagers #noelectricity #Anganwadi #Chandbali #ArgusNews