କଞ୍ଚାଲଙ୍କା ନାମକ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଥିବା ‘ଓଖା ଏକ୍ସପ୍ରେସ୍: ଗଞ୍ଜାମରୁ ସୁରଟ’ ନାମକ ଓ୍ବେବ୍ ସିରିଜକୁ ପ୍ରବଳ ବିରୋଧ। ଏହାର ପ୍ରିମିୟର୍ ସୋ’କୁ ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇଙ୍କୁ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଉଦଘୋଷକ ହୃଷିକେଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଥିଲେ । ତେବେ ସିରିଜର ପ୍ରମୋ ପ୍ରଦର୍ଶନ ବେଳେ ଏଥିରେ ବ୍ୟାପକ ଅଶ୍ଲୀଳ ଭାଷାର ବ୍ୟବହାର ମେୟର୍ ଓ ଅନ୍ୟ ଅତିଥିଙ୍କୁ ବ୍ୟଥିତ କରିଥିଲା
#Kanchalanka #OkhaExpress #webseries #Protest #ArgusNews #Odisha