#ଉତ୍କଳ_ଦିବସରେ_ଓଡ଼ିଶା_ପାଇଁ_ଗୈାରବ_ଆଣିଲେ_ମାଓ_ଅଂଚଳର_ଓଡିଆ_ଝିଅ
ନାରାୟଣପାଟଣା ବ୍ଲକ ର ବ୍ୟବସାୟୀ କେ ଶାୟାରାଜୁ ଙ୍କ ଝିଅ ଶୁଶ୍ରୀ କେ .ଗାଙ୍ଗୋତ୍ରୀ ନାସା ରେ ଏକ ପ୍ରୋଜେକ୍ଟ ରେ କାମ କରିବାପାଇଁ ନାସା ତରଫରୁ ସୁଚନା ମିଳିଛି । ସୁଶ୍ରୀ କେ .ଗାଙ୍ଗୋତ୍ରୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାର ରବିନ୍ଦ୍ର ଭାରତୀ ସ୍କୁଲ, ଆନନ୍ଦପୁରମ୍ ବ୍ରାଞ୍ଚରେ ପାଠ ପଢନ୍ତି ।
#UtkalDivas #successgirl #Koraput #narayanapatana #narayanapatana #susrikgangayri #Odisha #ArgusNews