#କେମିତି_ଗଠନ_ହେବ_ପଦମପୁର_ଜିଲ୍ଲା_ତାକୁ_ନେଇ_ଉଠିଛି_ପ୍ରଶ୍ନ ?
ଏବେ ରାଜ୍ୟରେ ନୂତନ ଜିଲ୍ଲା ଭାବେ ଘୋଷଣା ନେଇ କୌଣସି ପ୍ରସ୍ତାବ ନାହିଁ। ନୂଆ ଜିଲ୍ଲା ଗଠନ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ ବୋଲି ବିଜେଡ଼ି ବିଧାୟକ ରାଜକିଶୋର ଦାସଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀଙ୍କ ସୂଚନା...।
#ArgusNews #padampur #newdistrict #Assembly #OdishaGovt #RevenueMinister #Odisha