#ରହିଯା_ଗାଡ଼ି_ମଟର_ଆମେ_ଯାଉଛୁ_ସ୍କୁଲ
ଭୁବନେଶ୍ବର ପଳାଶୁଣି ଠାରେ ସ୍କୁଲ ଯିବା ପାଇଁ ପିଲା ମାନେ ଜୀବନକୁ ବାଜି ଲଗାଉଛନ୍ତି ସବୁ ଦିନ । ଏଇଠି ଘଟୁଛି ଅନେକ ଦୁର୍ଘଟଣା। ସରକାର ଓ ପ୍ରଶାସନଙ୍କ ତଥାପି ଚୁପ ବସିଛନ୍ତି। ହେଇପାରୁନି ଫୁଟ ଓଭର ବ୍ରିଜ I
#Bhubaneswar #Palasuni #roadcrossing #schoolstudents #Denger #footoverbridge #ArgusNews