#ରାଷ୍ଟ୍ରପତିଙ୍କୁ_ନିଜ_ତୁଳୀରେ_ତୋଳି_ଧରିଲେ_ଦିବ୍ୟାଜ୍ୟୋତି !
ପୁରୀ ଜିଲ୍ଲା ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣେଇବା ପାଇଁ ଏକ ତୈଳଚିତ୍ର ଆଙ୍କିଛନ୍ତି ଏହି ଚିତ୍ରଟିକୁ ପ୍ରସ୍ତୁତ କରିବାକୁ ଦିବ୍ୟାଜ୍ୟୋତିଙ୍କୁ ଦୁଇଦିନ ସମୟ ଲାଗିଥିଲା । ପୁରୀ ଜିଲ୍ଲା ପ୍ରଶାସନ ଯଦି ସହଯୋଗ କରନ୍ତି ତାହାଲେ ଏହି ତୈଳଚିତ୍ରଟି ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିପାରନ୍ତା ବୋଲି ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି କହିଛନ୍ତି
#Puri #PresidentArt #Dibyajyoti #Artist #ArgusNews