ଆଗାମୀ 26 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ରାଜଧାନୀ ଗୃହ ନିର୍ମାଣ ସମବାୟ ସମିତିର ନିର୍ବାଚନ। ଏହି ନିର୍ବାଚନରେ ଗତଥର ନିର୍ବାଚିତ ହୋଇଥିବା ଉଭୟ ସଭାପତି ଏବଂ ଉପ ସଭାପତିଙ୍କ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ରହିଥିବା ବେଳେ ସେମାନେ ଚଳିତ ଥର ନିର୍ବାଚନ କିପରି ଲଢ଼ୁଛନ୍ତି ତାହାକୁ ନେଇ ଅନେକ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
#cooperativesociety #PressMeet #Odisha #ArgusNews