ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ଐତିହାସିକ ଦିନ। ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି। ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି.....।
#ArgusNews #ISRO #PrivateRocket #Sriharikota #space #AndhraPradesh