#ସ୍କୁଲନେ_ପାଏନ୍_ସମସ୍ୟା
#ସଵୁ_ଥାଇକି_ନାଇଁ_ଆଏବାର୍_ପାଏନ୍
ପାଏନ୍ ଲାଗିର୍ ଚାଲୁଛନ୍ ୧ କିଲୋମିଟର୍ । ଛାତ୍ରଛାତ୍ରୀକଁର୍ କାମେ ନାଇଁ ଆଏବାର୍ ପ୍ରକଳ୍ପ । ବିଦ୍ୟାଳୟର ଛାତ୍ରଛାତ୍ରୀ ପାଣି ଟ୍ୟାପନୁ ଭଲ୍ ପାଏନ୍ ଟିକେ ପାଇ ପାରବେ ସେ ଉଦ୍ଦେଶ୍ୟନେ ବନା ହେଇଥିଲା ପ୍ରକଳ୍ପ । ହେଲେ ଇ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କରେ କେନସି କାମେ ନାଇଂ ଆଏବାର୍ । ସ୍କୁଲନେ ଗୁଟେ ନଳକୁଆଁ ଅଛେ, ସେଟା ବି ଖରାପ୍ ।
#Sundargarh #school #WaterProblem #student #Odisha #ArgusNews