କଟକ ଜିଲ୍ଲା ତିଗିରିଆ ବ୍ଳକ୍ ଅନ୍ତର୍ଗତ ସୋମପଡ଼ା ପଞ୍ଚାୟତ ସ୍ଥିତ ସେବା ସମବାୟ ସମିତିରେ ସମ୍ପାଦକଙ୍କର ମନମୁଖୀ କାର୍ଯ୍ୟ କୁ ନେଇ ତାତିଲେ ଚାଷୀ। ଶତାଧିକ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମିତି କାର୍ଯ୍ୟାଳୟ ରେ ତାଲା ପକାଇଥିବା ଦେଖିବାକୁ ମିଳିଛି।
#Cuttack #TIGIRIA #cooperativesociety #FarmersProtest #Odisha #ArgusNews