ପୁରୀ କୃଷ୍ଣପ୍ରସାଦ ସମୁଦ୍ର କୂଳରେ ଲାଗିଛି ବିରାଟକାୟ ଟ୍ୟାଙ୍କର୍। ଗବକୁଣ୍ଡ ଓ ସାନପାଟଣା ମଝିରେ ଥିବା ବିଲୁଆମାରୀ ମୁହାଣ ରେ ୨ଦିନ ହେବ ଲାଗି ଟ୍ୟାଙ୍କର୍ ଟି। ଲୋକେ ଦେଖି ଭୟଭିତ। ପୂର୍ବରୁ ଖିରିସାହି ନିକଟରେ ଲାଗିଥିଲା ଭାଲେସାଆ ଜାହଜ।
#puri #Krushnaprasad #tanker #peoplefear #Odisha #ArgusNews