#ଲଣ୍ଡନରେ_ରାହୁଲଙ୍କ_ସମ୍ବାଦ_ସଂସଦରେ_ବିବାଦ
ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବିରେ ଦୁଇ ସଦନରେ ବିଜେପିର ହଲ୍ଲାବୋଲ । ରାଜନାଥ କହିଲେ, ଭାରତର ଗାରିମା ଓ ଗଣତନ୍ତ୍ରକୁ କ୍ଷତାକ୍ତ କରିଛନ୍ତି ରାହୁଲ । ଡିଫେଣ୍ଡିଂ ମୋଡରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ।
#ArgusNews #RahulGandhi #Controversy #Parliament #IndianDemocracy #Congress #nationals