ସାରା ଦେଶ ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ବାଙ୍କୀ ହିନ୍ଦୁ ପରିଷଦ ମଞ୍ଚ ପକ୍ଷରୁ ମଧ୍ୟ ବାଇକ ରେ ହଜାର ହଜାର ଶ୍ରୀରାମ ଙ୍କ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁ ଶ୍ରୀରାମ ସ୍ଲୋଗାନ ଦେଇ ସହର ପରିକ୍ରମା କରିଛନ୍ତି. ଜୟ ଶ୍ରୀରାମ ନାରା ରେ କମ୍ପୁଛି ଗାଁ ରୁ ସହର ସବୁଠି ଆଜି ଉତ୍ସବ ମୁଖର।
#ArgusNews #Banki #Ramanavami #Hindufestival #Ramanavami2023 #Lordramabirthday #Odisha