#ହିନ୍ଦୁଧର୍ମର_ମହାପର୍ବ_ରାମନବମୀ
#ପ୍ରତ୍ୟେକ_ଭାରତୀୟଙ୍କ_ଭାବର_ପର୍ବ
ହିନ୍ଦୁଧର୍ମର ମହାପର୍ବ ରାମନବମୀ । ପ୍ରତ୍ୟେକ ଭାରତୀୟଙ୍କ ଭାବର ପର୍ବ । ଜୀବନରେ ମାନବୀୟ ମୂଲ୍ୟବୋଧର ପର୍ବ । ରାମ ନବମୀଙ୍କୁ ଦେଶବାସୀ ନିଜ ନିଜର ଶ୍ରଦ୍ଧା ଅନୁସାରେ ବେଶ ଆଡମ୍ବର ସହ ପାଳନ କରି ଆସୁଛନ୍ତି କାହିଁ କେଉଁ ଆବାହନ କାଳରୁ ।
#Argusnews #Ramanavami #Hindufestival #Ramanavami2023 #Lordramabirthday #National