ଖୋଲାଯାଇଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି । ପ୍ରାୟ ୪ ମାସ ପରେ ଖୋଲାଯାଇଛି ହୁଣ୍ଡି। 9 ଟି ହୁଣ୍ଡିରୁ ବାହାରିଥିବା ଦାନ ଅର୍ଥର ଚାଲିଛି ଗଣତି। ଗଣତି କାର୍ଯ୍ୟରେ ଲାଗିଛନ୍ତି 200 ସ୍ବେଚ୍ଛାସେବୀ।
#ArgusNews #Rayagada #MaaMajhighariani #DanaHundi #Odisha