ହଜିଯାଇଛି ମାନବିକତା ୧୬ ଡିସିମିଲି ଜଗା ପାଇବା ନିମନ୍ତେ ବୃଦ୍ଧ ଦମ୍ପନ୍ତି ଦୀର୍ଘ ୧୮ବର୍ଷର ସଂଘର୍ଷ ଏବଂ ୧୦୧ଦିନ ଧାରଣାରେ ବସିବା ପରେ ମିଳିଲାନି ନ୍ୟାୟ,ଶେଷରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଗୁହାରି ଜଣାଇ ବା ନିମନ୍ତେ ଭେଟିଥିଲେ ରାୟଗଡା ଜିଲ୍ଲାପାଳଙ୍କୁ, ସେଠାରୁ ମଧ୍ୟ ଆଶା ଅନୁରୂପ ପ୍ରତିଶୃତି ନପାଇ,ଶେଷରେ ସବୁଦିଗରୁ ନିରାଶ ହେବା ପରେ ଆତ୍ମ ଆହୁତି ଦେବା ନିମନ୍ତେ ନିଷ୍ପତି ନେଇଛନ୍ତି ବୃଦ୍ଧା ଦମ୍ପନ୍ତି,ଅସନ୍ତୁ ଦେଖିବା ସମ୍ପୂର୍ଣ ତଥ୍ୟ ଏହି ଘଟଣାର
#ArgusNews #Rayagada #OldCouple #Protest #LandIssue #Odisha