#ଇଏ_କି_ଭଳିକା_ମାଆକୁ_ସମ୍ମାନ ?
#ମାଆ_ବୁହା_ହେଉଛି_କାନ୍ଧରେ_ଭାରରେ
୨୨ ବର୍ଷର ସରକାର, ୨୫ ବର୍ଷର ଜନସେବାର ପ୍ରତିଫଳନ ? ସୁନ୍ଦରଗଡରେ ୩ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ। ମାଆର ଦାୟ ଦେଇ ବିପୁଳ ଜନସମର୍ଥନର ଏହା କଣ ପ୍ରତିଦାନ ?... ରାଜ୍ୟର ସବୁ ଗାଁକୁ ସଡ଼କ ସଂଯୋଗ କେବେ ?
#RoadProblem #Women #OdishaGovt #Odisha #ArgusNews