ବିଜେବି କଲେଜର ଯୁକ୍ତ-୩ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଏହି ବନ୍ଦ ଡାକରା ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ଦେଖନ୍ତୁ ବାଲେଶ୍ବର ଜଳେଶ୍ବରର ଚିତ୍ର
#Balasore #NabaNirmanaChhatraSangathan #Ruchikamohanty #Deathcase #OdishaBandh #ArgusNews