#ପାଞ୍ଚଗାଁର_ଓଡ଼ିଆ_ପୁଅ_ହାଭାର୍ଡରେ_କ୍ୟାନସର_ଗବେଷକ
ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ସଫଳତା । ଆଠଗଡ଼ର ପାଞ୍ଚଗାଁରୁ ପ୍ରତିକୂଳ ସ୍ରୋତ ଅତିକ୍ରମ କରି ପହଞ୍ଚିଛନ୍ତି ମର୍ଯ୍ୟଦାଜନକ ହାଭାର୍ଡ ବିଶ୍ୱବିଦ୍ୟାଳୟରେ । କର୍କଟ ରୋଗର ଔଷଧ ଦିଗରେ କରୁଛନ୍ତି ଉଚ୍ଚତ୍ତର ଗବେଷଣା । ଛୁଟିରେ ଗାଁକୁ ଆସିଥିବା ଅବସରରେ ଏହି ଯୁବ ବୈଜ୍ଞାନିକ ଇନ୍ଦ୍ରଜିତ ସାହୁଙ୍କୁ ଭେଟିଥିଲା ଅର୍ଗସ ।
#Odisha #ArgusNews #GoodNews #HarvardUniversity #CancerCenter #HowardUniversity_Cancer_Center #Cuttack #Athagarh #Scholarship #scientists #IndrajitSahoo