କିନ୍ନରଙ୍କ ଗଳାକାଟି ହତ୍ୟା ଘଟଣା। ୪୦ ଦିନ ବିତିଲା ହେଲେ ହତ୍ୟାକାରୀର ଟେର ପାଉନି ସମ୍ବଲପୁର ବୁର୍ଲା ପୋଲିସ। ବୁର୍ଲା ଥାନା ଗୋଡଭଗା ନିକଟରେ ଫିରୋଜ ଛତ୍ରିଆଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ହେଲେ ପୋଲିସ ଏହି ମାମଲାକୁ କାହିଁକି ଗୁରୁତ୍ବ ଦେଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
#Sambalpur #Burlapolice #Kinner #deathcase #Odisha #ArgusNews