ରକ୍ଷଣାବେକ୍ଷଣ ଅଭାବରୁ ନର୍ସରୀରେ ନଷ୍ଟ ହେଉଛି ଚାରା !
ନର୍ସରୀରେ ନଷ୍ଟ ହେଉଛି ଚାରା । ହାତ ବାନ୍ଧି ବସିଛି ବନ ବିଭାଗ । ଗ୍ରାମାଞ୍ଚଳରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଗଛ ଚାରା ଯୋଗାଇ ଦେବା ଉଦ୍ଦେଶ୍ୟରେ ନର୍ସରୀରେ ଚାରା ପ୍ରସ୍ତୁତ ହେଉଛି । ଏଥିପାଇଁ ବନବିଭାଗ ଖର୍ଚ୍ଚ କରୁଛି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ବିଭାଗର ଦାୟିତ୍ବହୀନତା ଯୋଗୁ ଗଛ ହେବା ପୂର୍ବରୁ ନଷ୍ଟ ହେଉଛି ଚାରା । ରେଢ଼ାଖୋଲ ବନଖଣ୍ଡ ଡୁଙ୍ଗୁଛାଲି ନର୍ସରୀରେ ଶହ ଶହ ଚାରା ନଷ୍ଟ ହେଉଥିବା ଦେଖିବାକୁ ମିଳିଛି
#ArgusNews #Sambalpur #Redhakhol #nursery #Neglect #Odisha