#ଚିଲିକାରୁ_ବେଧଡ଼କ_ବାଲି_ଚାଲାଣ
#ଦିନରେ_ଟ୍ରାକ୍ଟର_ଓ_ଜେସିବି_ଲଗାଇ_ହେଉଛି_ଲୁଟ୍
କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ନିକଟରେ ଚାଲିଛି ଲୁଣା ରିଙ୍ଗ ବନ୍ଧ ନିର୍ମାଣ । ଚିଲିକା ଓ ଜନବସତୀ ମଝିରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହା ନିର୍ମାଣ ହେଉଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରିଛନ୍ତି। ସ୍ଥାନୀୟ ଲୋକେ ।
#ArgusNews #sandloot #Chilika #villagers #bridge #Construction #Arkhakuda #Odisha #scam