#ନାହିଁ_ନାହିଁରେ_ଚାଲିଛି_ପ୍ରାଥମିକ_ବିଦ୍ୟାଳୟ
ଶ୍ରେଣୀରେ ଚାଲିଛି ପାଠପଢା । ବଡ ଶ୍ରେଣୀର ଛାତ୍ରଛାତ୍ରୀ ଟେବୁଲ ଚେୟାରରେ ବସି ପଢୁଥିବା ବେଳେ ତଳେ ବସିଛନ୍ତି କୁନି ଛାତ୍ରଛାତ୍ରୀ । ଏହି ପରିସ୍ଥିତି ଏଥି ପାଇଁ କାରଣ ସ୍କୁଲରେ ନାହାନ୍ତି ଶିକ୍ଷକ । ଜଣେ ମାତ୍ର ଶିକ୍ଷତ୍ରୀରେ ଚାଲିଛି ପଠପଢା । ନାମ ମାତ୍ର ଶିକ୍ଷା ଲାଭ କରୁଛନ୍ତି କୋମଳମତି । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ପଞ୍ଚାୟତର ପ୍ରତାପପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର l
#school #Kendrapada #Rajkanika #student #teachers #tablechair #development #Odisha #ArgusNews