#ପର୍ଯ୍ୟଟନ_ମନ୍ତ୍ରୀ_ଙ୍କ_ଜିଲ୍ଲା_ରେ_ଅବହେଳିତ_ପଯ୍ୟଟନ_କ୍ଷେତ୍ର
ପ୍ରକୃତି ରେ ଭରପୁର ମନଲୋଭା ସିନ୍ଧୁଆ ଜଳ ଜଳପ୍ରପାତ,ପର୍ଯ୍ୟଟନ ଋତୁ ଆସିଲେ ଏହି ସ୍ଥାନକୁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ, ବଣଭୋଜି ସାଙ୍ଗକୁ ପାହାଡ଼, ପର୍ବତ ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଜା ନେଇଥାନ୍ତି l ପ୍ରକୃତି ର ବରଦାନ ସତ୍ୱେ ହୋଇ ପାରୁନି ପର୍ଯ୍ୟଟନ କ୍ଷେତ୍ର ର ବିକାଶ କିମ୍ବା ମିଳିପାରୁନି ପଯ୍ୟଟନ ସ୍ଥଳୀ ର ମାନ୍ୟତା ।
#picnicspot #sindhuadam #nature #beauty #odisha #ArgusNews