#ପୁରୀରେ_ଉଦଘାଟିତ_ହୋଇଛି_ଶ୍ରୀ_ଜଗନ୍ନାଥ_ମେଡିକାଲ_କଲେଜ
#ମୁଖ୍ୟମନ୍ତ୍ରୀ_ଉଦଘାଟନ_କରିଥିବା_ବେଳେ_ଭିସିରେ_ଉପସ୍ଥିତ_ରହିଲେ_କେନ୍ଦ୍ର_ସ୍ଵାସ୍ଥ୍ୟମନ୍ତ୍ରୀ
#ସେପଟେ_ମେଡିକାଲ_କଲେଜ_ପ୍ରତିଷ୍ଠାକୁ_ନେଇ_ତେଜିଛି_ଶ୍ରେୟ_ରାଜନୀତି
ପୁରୀରେ ଉଦଘାଟିତ ହେଲା ଶ୍ରୀଜଗନ୍ନାଥ ମେଡିକାଲ କଲେଜ। ଶ୍ରେୟ ବିବାଦର ଲଢେଇ ପରେ ଯୋଗ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ କହିଲେ, ଓଡିଶାରେ ଲାଗୁକର ଆୟୁଷ୍ମାନ ଯୋଜନା। ସେପଟେ ଓଡ଼ିଶାରେ ସ୍ବାସ୍ଥ୍ୟସେବାର ସବୁଠ ବଡ ଆହ୍ବାନ ଡାକ୍ତର ଅଭାବ। ସ୍ବାସ୍ଥ୍ୟ ଭିତ୍ତିଭୂମିର ଚିତ୍ର ବି ସଙ୍ଗୀନ।
#Odisha #ArgusNews #Puri #MedicalCollegeHospital #inauguration #SriJagannathMedicalCollegeAndHospitalPuri