#ପାଣି_ପାଇଁ_ସଂର୍ଘଷ
ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳ ବାଡେଗୁଡା ପଞ୍ଚାୟତ ତୁଆଗୁଡା ଗାଁର । ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ମହିଳା ମାନେ ଲମ୍ବା ଲାଇନ୍ କରି କାଦୁଅ ପଙ୍କ ବିଲ ହିଡ ଦେଇ ଯିବା ସହ ଗୋଟିଏ ଚୁଆଁରୁ ପାଣି ସଂଗ୍ରହ କରି ଫେରୁଛନ୍ତି । ଏହି ପାଣିକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ସଂକ୍ରମଣର ଶଙ୍କା ସୃଷ୍ଟି ହୋଇଯିବ ।
#Gajapati #WaterProblem #Odisha #ArgusNews