#ଏମିତି_ଆମର_ବିକାଶ_ମୁଣ୍ଡ_ଗୁଞ୍ଜିବାକୁ_ଘର_ନାହିଁ
ସୂର୍ଯ୍ୟ ଉଇଁଲେ ଖରା ଏହି ଘର ଭିତରେ ଖରା ପଡେ, ଆଉ ବର୍ଷା ହେଲେ ପାଣି ଗଳେ । କେଇଁଖଣ୍ଡ ବାଉଁଶ ଓ ଛଣରେ ଏହି ଘର ତିଆରି ହୋଇଛି । ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ୮ ନମ୍ବର ୱାର୍ଡର ।
#Bhadrak #development #Odisha #ArgusNews