#ରାଜ୍ୟରେ_ପ୍ରବଳ_ଗ୍ରୀଷ୍ମ_ପ୍ରବାହ
ତାତିଲା କଡେଇରେ ସନ୍ତୁଳି ହେଉଛି ପୂରା ରାଜ୍ୟ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ । ଖାସ୍ କରି ରାଜଧାନୀ ଭୁବନେଶ୍ବରରେ ଖରା ଏତେ ଯେ, ଘରୁ ବାହାରି ହେଉନି ।
#ArgusNews #summerseason #tempreture #Bhubaneswar #WeatherUpdate #Odisha