#ଭୁବନେଶ୍ବରରେ_ମାତିଛନ୍ତି_ତାମିଲନାଡୁର_ଲୁଟେରା_ଗ୍ୟାଙ୍ଗ ।
ଭୁବନେଶ୍ୱରରେ ମାତିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ। ଗତ 3 ମାସ ଧରି ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି କରୁଥିଲେ ଲୁଟ। ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ ।
#ArgusNews #Loot #Robbers #GangArrest #Bhubaneswar #PoliceCommissionerate #Odisha