ଆଜି ସାରା ଦେଶରେ ୭୬ ତମ ସ୍ବାଧିନତା ଦିବସ ପୂର୍ତ୍ତି ସହିତ ଗତ ଦୁଇଦିନ ଧରି ସମସ୍ତ ଦେଶ ପାଳୁଛି ଆଜାଦି କି ଅମୃତ ମହା ଉତ୍ସବ। ଏହି ଅବସର ରେ ଏହି କାର୍ଯ୍ୟକ୍ରମ କୁ ଅନେକ ସ୍ଥାନରେ ଅନେକ ଲୋକ ଭିନ୍ନ ଭିନ୍ନ ସଇଳୀ ପାଳନ କରିଛନ୍ତି କିନ୍ତୁ ଜୟପୁର ସହର ରେ ସ୍ଥାନୀୟ ବିଧାୟକ ତାରା ବାହନୀପତି ଏବଂ ପ୍ରସାଶନିକ କର୍ମଚାରି ମାନେ ଭି ଏହି କାର୍ଯ୍ୟକ୍ରମ କୁ ବେଶ୍ ଧୂମଧାମ ରେ ପାଳନ କରିଛନ୍ତି
#jaypur #AzadiKaAmritMahotsav #TaraPrasadBahinipati #Odisha #ArgusNews