ମୁଣ୍ଡ ଫଟା ଖରା ଓ ଗରମ ପବନରେ ଆଉଟୁ ପାଉଟୁ ରାଜ୍ୟବାସୀ । ଆଜି ଦିନ ସାଢ଼େ ୨ଟା ଭିତରେ ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୪୩.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୯ ଡିଗ୍ରୀ ରହିଛି । ତେବେ ଆହୁରି ୪ ଦିନ ଯାଏ ଏମିତି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।
#Bhubaneswar #Jharsuguda #sambalpur #heatwave #Odisha #ArgusNews