#ପାହାଡ଼_ଫାଟୁଛି_ଗାଁ_ଥରୁଛି
#ପଥର_କୁଆରୀରେ_ବେଆଇନ_ବିସ୍ପୋରଣ
ଘର ଦ୍ୱାର ଗଛ ପତ୍ର ସବୁ କିଛି ଧୂଳିର ଚାଦରରେ ଢାଙ୍କି ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ରିଷିଗାଁ ଲୋକେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ସେପଟେ ତହସିଲଦାର କହୁଛନ୍ତି ସବୁ ଠିକଠାକ ଚାଲିଛି । ଦେଖିବା ଏହି ରିପୋର୍ଟ ।
#ArgusNews #cracking #hills #IllegalMining #stone #villagers #Nuapada #complained #Odisha