ବାରିପଦା ବ୍ଲକ ଅନ୍ତର୍ଗତ ବାହାଦୁରପୁର ଗ୍ରାମରେ କଇଁଛରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ମିଳିଛି। ଏହି ଜଗନ୍ନାଥଙ୍କ ପ୍ରତିଛବି ଥିବା ବିରଳ କଇଁଛର ପ୍ରତିଛବି କୁ ଦେଖିବାକୁ ଗ୍ରାମବାସୀଙ୍କ ପ୍ରବଳ ଭିଡ ଜମିଛି। ଏପରି ଅଲୌକିକ ଘଟଣା ଏବେ ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
#mayurbhanj #Baripada #turtle #jagannath #Odisha #ArgusNews