#ଏବେ_ହାତ_ପାହାନ୍ତାରେ_ମିଳିବ_ରେଳ_ସେବା
ଦୀର୍ଘ ବର୍ଷ ପରେ କାମାକ୍ଷାନଗର ଦେଇ ପରୀକ୍ଷାମୂଳକ ଭାବେ ଚାଲିଲା ଅନୁଗୁଳ-ଡୁବୁରି ମାଲବାହି ଓ ଯାତ୍ରୀବାହୀ ଟ୍ରେନ । ଏବେ ହାତ ପାହାନ୍ତାରେ ମିଳିବ ରେଳ ସେବା । ଯାହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚବାସୀ ।
#ArgusNews #Dhenkanal #Parjanga #passengertrain #DharmendraPradhan #AshwiniVaishnaw #Odisha