କ୍ରସ ଓଭର ମ୍ୟାଚରେ ଆଜି ଟିମ ଇଣ୍ଡିଆକୁ ସପୋର୍ଟ କରିବେ ନେଦରଲାଣ୍ଡ ଦମ୍ପତି । ଇଣ୍ଡିଆର ବ୍ୟାଣ୍ଡ ବାନ୍ଧି ଷ୍ଟାଡିଅମକୁ ପ୍ରବେଶ କରିବା ସହ ଟିମ ଇଣ୍ଡିଆ ଏହି ଗୁରୁତ୍ୱପୂର୍ଣ ମ୍ୟାଚରେ ଟିମ ଇଣ୍ଡିଆକୁ ଚିୟର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ନେଦରଲାଣ୍ଡ ଏବଂ ଇଣ୍ଡିଆ ଏହି ବିଶ୍ୱକପ ଫାଇନାଲ ଖେଳୁ ବୋଲି ସେମାନେ ଚାଁହୁଛନ୍ତି ।
#ArgusNews #Hockey #WorldCupHockey2023 #KalingaStadium #Bhubaneswar #Odisha