ତିଗିରିଆ ଥାନା ଭିରୁଡା ଅଞ୍ଚଳରେ ହୋଇଥିବା ବହୁ ଚର୍ଚିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କଲେ ଆଠଗଡ sdpo, ୫ ଜଣ ଅଭିଯୁକ୍ତ ଥିବା ବେଳେ ଏପର୍ଯ୍ୟନ୍ତ ୪ ଜଣ ଗିରଫ ହୋଇଥିବା ସହ ହତ୍ୟା କଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା, ଠେଙ୍ଗା, ଟ୍ରକ ଜବତ କରିଛି ତିଗିରିଆ ପୋଲିସ..।
#Cuttack #TIGIRIA #SDPO #DoubleMurderCase #casesolved #Odisha #ArgusNews