#ମହନଦୀ_ଶୁଖିବା_ପରେ_ପ୍ରଭାବିତ_ହୋଇଛନ୍ତି_ମତ୍ସ୍ୟଜୀବୀ
#ହଜାର_ହଜାର_ମତ୍ସ୍ୟଜୀବୀଙ୍କର_ଉଜୁଡିଯାଇଛି_ଜୀବିକା
ଓଡିଶା ପଟରେ ମହାନଦୀ ଶୁଖିବା ପରେ ଚାଷ ସହ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ମତ୍ସ୍ୟଜୀବି.. ପୁରୁଷ ପୁରୁଷ ଧରି ମହାନଦୀରେ ମାଛ ମାରି ପରିବାର ଚଳାଉଥିବା ହଜାର ହଜାର ମତ୍ସ୍ୟଜୀବିଙ୍କ ଜୀବିକା ଉଜୁଡିଯାଇଛି
#MahanadiRiver #MahanadiIssue #FisherMan #Odisha #ArgusNews