#ପାହାଡନୁ_ଗାୟବ୍_ହେଇଗଲା_ପୋଖରୀ_ଆର୍_ପଥରବନ୍ଧ
#ଦୁର୍ଗାପୁର_ପାହାଡଥି_ପ୍ରକଳ୍ପ_ନାଁନେ_୪_କୋଟି_ହରିଲୁଟ୍
କାଠ ମାଫିଆଙ୍କର୍ ସଙ୍ଗେ ସାଲିସ କରିକି ମୂଲ୍ୟବାନ ଗଛ କାଟିକିନା ବିକବା । ଫେର୍ ଜଙ୍ଗଲ ସୁରକ୍ଷା ନାଁଥି ଚାରା ରୋପଣ ନାଁନେ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ। ତାରପରେ ପ୍ରମାଣ ନଷ୍ଟ ଲାଗିର୍ ଦୁର୍ବୁତ୍ତଙ୍କ ସାହାଯ୍ୟନେ ଜଙ୍ଗଲଥି ନିଆଁ ଲଗେଇ ଦେଲେ।
#Rourkela #Sundargarh #ForestDepartment #Saplingplanting #PeoplesProblem #Odisha #ArgusNews