ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି
ପୂର୍ବ ଆକଳନ ଅନୁସାରେ 27 ରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ଦୁଇ ଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବେ ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ RK ଜେନାମଣି ।
#rainfall #WeatherDepartment #information #monsoon #RKJenamani
#ArgusNews