#ଆସୁଛି_ବାତ୍ୟା_ଆସାନି
#ଓଡ଼ିଶାକୁ_ବାତ୍ୟା_ଭୟ
୬ରେ ଲଘୁଚାପ, ଖୁବଶୀଘ୍ର ସ୍ପଷ୍ଟ ହେବ ଚିତ୍ର। ଦକ୍ଷିଣ ପୂର୍ବ ଆଣ୍ଡାମାନ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଯାହାକି ପରେ ତୀବ୍ର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
#Cyclone #rainfall #weather #Department #Odisha #ArgusNews