#ଜାତୀୟ_ସ୍ତରର_ମଡେଲ_ପ୍ରତିଯୋଗିତାରେ_ଓଡ଼ିଆ_ପୁଅର_ସଫଳତା
ନୂଆଦିଲ୍ଲୀର ନୋଏଡାରେ ଅନୁଷ୍ଠିତ ହେଉଥିବା ମିଷ୍ଟର - ମିସ - କିଡ଼ସ ୟୁନିଭର୍ସ କିଙ୍ଗ ଆଣ୍ଡ କୁଇନ 2022 ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ବ୍ରାଣ୍ଡ ଆମ୍ବାସେଡର ମିଷ୍ଟର ୟୁନିଭର୍ସ 2022 ଜିତିଛନ୍ତି ଓଡ଼ିଶାର ଭି. ଅଙ୍କନ କୁମାର ପାତ୍ର । ଏହି ସଫଳତା ପାଇବା ପରେ ଆଜି ଓଡିଶା ଫେରିଛନ୍ତି ଆଙ୍କନ ।
#Bhubaneswar #nationalmodeling #AnkanKumar #MrUniverse2022 #BrandAmbassador #ArgusNews