#ଟାଇଲ_ରାସ୍ତା_ନିର୍ମାଣରେ_ମହାଘୋଟାଲା
#ମୋ_ଗଳି_ଯୋଜନାରେ_15ଲକ୍ଷ_ଲୁଟ
ଏ ହେଉଛି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ପଂଚାୟତ ! ଏହି ପଂଚାୟତରେ 8ମାସ ପୂର୍ବେ ସରକାରଙ୍କ ମୋ ଗଳି ଓ ସାହି ଯୋଜନାରେ ଗ୍ରାମାଞ୍ଚଳର ବିଭିନ୍ନ ସାହିର ମାଟି ରାସ୍ତା ଉପରେ କଂକ୍ରିଟ ରାସ୍ତା କରିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ଟାଇଲ ଲଗାଯାଇ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା !
#ArgusNews #RoadProblem #Kendrapada #tilesroad #OdishaGovt #scam #Odisha