#ରାଷ୍ଟ୍ରପତି_ହେବା_ରୂପ_ସହିତ_କଣ_ସଂମ୍ପର୍କ
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ ଘଟଣା ସାରା ଓଡିଶାର କୋଣ ଅନୁକୋଣରେ ସ୍ବର । ଦକ୍ଷତା ଅଛି ବୋଲି ସେ ରାଷ୍ଟ୍ରପତି ହେଲେ ଏଥିରେ ରୂପ ସହିତ କଣ ସଂମ୍ପର୍କ ଅଛି ବୋଲି ପ୍ରଶ୍ନ କରିଛନ୍ତି କୋରାପୁଟ ବାସୀ ।
#tmcminister #controversial #droupadimurmu #akhilgiri #tmcleader #national #nationalnews #argusnews