#ରାଷ୍ଟ୍ରପତିଙ୍କ_ଅପମାନ_ଆମ_ଭାରତର_ଅପମାନ !
ମହାମହିମ ରାଷ୍ଟ୍ରପତିଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି ଦେଶଦ୍ରୋହୀ ବା ରାଷ୍ଟ୍ରଦ୍ରୋହୀର ମାନସିକତା ଦେଖାଇଛନ୍ତି।
#TMCMinister #objectionableremark #President #DraupadiMurmu #AkhilGiri #ArrestTMCLeader #ArgusNews