#ଆଜି_ବିଶ୍ବ_ଖାଦ୍ୟ_ସୁରକ୍ଷା_ଦିବସ
ଆୟୁର୍ବେଦ ଆହାର ଲୋଗୋ ଉନ୍ମୋଚନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ସୁସ୍ଥ ଲୋକ ହିଁ ସୁସ୍ଥ ଦେଶ ଗଠନ କରିପାରିବେ ବୋଲି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟସେବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା ।
#WorldFoodSafetyDay #PMNarendraModi #UnionHealthMinister #MansukhMandavia #ArgusNews