ଅକ୍ଷୟ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦସାହା । ଆଉ ସେହି ବାଦସାହାଙ୍କ ସ୍ମୃତି ଚାରଣ ସ୍ୱରୂପ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଗୁଳର ଅଗ୍ରଣୀ ଅନୁଷ୍ଠାନ ଅନୁଗୁଳ ଅକ୍ଷୟ ପରିବାର ପକ୍ଷରୁ ଖୋକା ଭାଇଙ୍କ ୨୦ ତମ ଶ୍ରାଦ୍ଧ ଉପଲକ୍ଷେ ସହର ର ମାରଓ୍ବାଡି ଧର୍ମଶାଳା ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
#argusnews #akshayamohanty #angul #tribute #singer #odisha