#ଗରିବ_କଲ୍ୟାଣ_ହିଁ_ମହିମା_ଧର୍ମର_ବିଚାର
#ସଂସ୍କୃତି_ଓ_କୃଷି_ରୋଜଗାର_ବୃଦ୍ଧି_ପାଇଁ_ଓଡ଼ିଶା_ଗସ୍ତରେ_କେନ୍ଦ୍ରମନ୍ତ୍ରୀ
ନିଷ୍ପେସିତ ବର୍ଗର ଉତଥାନ ହିଁ ମହିମା ବିଚାରର ମୂଲ୍ୟବୋଧ। କଳାରାହାଙ୍ଗରେ ମହିମା ଧର୍ମ ଗବେଷଣା ପରିଷଦ ପକ୍ଷରୁ ସନ୍ଥ କବି ଭୀମଭୋଇ ମଣ୍ଡପ ଓ ପାଠାଗାର ଉଦଘାଟନ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
#ArgusNews #UnionMinister Dharmendra Pradhan #MahimaDharma #Odisha