#ଅସୁରକ୍ଷିତ_ସୀମା_ସଂକଟରେ_ଭାଷା
#ଆନ୍ଧ୍ର୍ର_ଓଡିଶା_ସୀମାନ୍ତ_କୋଟିଆ_କେତେ_ସୁରକ୍ଷିତ
କୋଟିଆରେ ଧଶେଇ ପଶୁଛି ତେଲୁଗୁ ଭାଷା । ନୂଆପଡାରେ ଅସୁରକ୍ଷିତ ସୀମା । ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଞ୍ଚଳରେ ବି ସ୍ଥିତି ଖୋଜୁଛି ଓଡ଼ିଆ ଭାଷା ।
#insecureborders #kotia #nuapada #telgulanguage #odialanguage #Odisha #ArgusNews