ରାଜ୍ୟରେ ରେକର୍ଡ କଲା ସଂକ୍ରମଣ...ଆଜି 791 ପଜିଟିଭ୍...
ଗଞ୍ଜେଇ ବେପାର ପାଇଁ ମହିଳାଙ୍କୁ ଢାଲ...ରାଜଧାନୀରୁ 12ଲକ୍ଷ ଟଙ୍କାର ଗଞ୍ଜେଇ ଜବତ...
ପୁଣି ବ୍ଲାକ ପଲସର ଆତଙ୍କ...ଭୁଜାଲିରେ ହାଣି ଦମ୍ପତିଙ୍କଠୁ ସୁନା ଅଳଙ୍କାର ଲୁଟ୍...
କଟକ ମହାନଦୀ ହାଡ଼ିଆ ପଠାକୁ ବାଲିରେ ପୋତିବା ପ୍ରସଙ୍ଗ...
ରାଜ୍ୟରେ ଧିମେଇଛି ପୋଲିସ ଆଧୁନିକୀକରଣ ପ୍ରକ୍ରିୟା..
ପୁଣି ଫେରିଲା ତାତି... ବୁଧବାରଠୁ ତିନି ଦିନ ଧରି ଜଳିବ ଓଡ଼ିଶା...
ଅତୀତ କଥା କହୁଛି ଡାକବଙ୍ଗଳା...
#ArgusNews #Odisha #HeadLines 6PM